26.1 C
Bhubaneswar
Wednesday, March 25, 2026
Homeଓଡିଶାଆଇନ ମନ୍ତ୍ରୀଙ୍କ ଟାର୍ଗେଟରେ ନବୀନ

ଆଇନ ମନ୍ତ୍ରୀଙ୍କ ଟାର୍ଗେଟରେ ନବୀନ

ଭୁବନେଶ୍ୱର  : ପୋଲାଭରମ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି , ୨୪ ବର୍ଷର ଇତିହାସ ବହୁତ ଲମ୍ବ।। ବିଜେଡି ସରକାର କଣ ଲଢେଇ କରୁଥିଲେ, ଓଡିଶାର କେତେ ସ୍ୱାର୍ଥ ସୁରକ୍ଷିତ କରିଛନ୍ତି । ତାହାର ଏକ ନଗ୍ନଚିତ୍ର ଓଡିଶା ଲୋକଙ୍କ ଆଗରେ ଛିଡା ହୋଇଛି । କିଏ କେମିତି ଲଢୁଥିଲେ ସାମ୍ନାକୁ ଆସିଲେ ସ୍ଥିତି ବଦଳିବ । ଅନେକ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ।  ନହେଲେ ଲୋକଙ୍କୁ ମୁହଁ ଦେଖାଇପାରିବେନି ।  ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଗକୁ ଆସିଛି ବିଜେପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking