27.1 C
Bhubaneswar
Sunday, February 22, 2026
Homeଓଡିଶାମାଣବସା ଗୁରୁବାରରେ ବହୂର ମୃତଦେହ ଉଦ୍ଧାର

ମାଣବସା ଗୁରୁବାରରେ ବହୂର ମୃତଦେହ ଉଦ୍ଧାର

ବାଲେଶ୍ୱର : ମାଣବସା ଗୁରୁବାରରେ ବହୂର ମୃତଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ହତ୍ୟା ନେଇ  ସାଙ୍ଘାଥିକ ଅଭିଯୋଗ ଆସିଛି । ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ ତାଙ୍କ ମା ରଖିଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହରିପୁର ଗାଁରେ । ମୃତକଙ୍କ ସ୍ୱାମୀକୁ ପୋଲିସ ପଚରା ଉଚରା କରୁଛି । ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking