34.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶଆପରେ ଯୋଗଦେଲେ ଅବଧ ଓଝା

ଆପରେ ଯୋଗଦେଲେ ଅବଧ ଓଝା

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ମାହୋଲରେ ଆପର ବଳ ଦୃଢ ହୋଇଛି । ଅବଧ ଓଝା ଯିଏକି ବିଶିଷ୍ଟ ଶିକ୍ଷକ । ଆଜି ଆପ  ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିରରେ ଆପରେ ସାମିଲ ହୋଇଛନ୍ତି। ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ମଧ୍ୟରୁ ଅବଧ ଓଝା ହେଉଛନ୍ତି ଅନ୍ୟତମ। ସେ ଟଚଝଉ ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି। ଏହାବ୍ୟତୀତ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ଜଣାଶୁଣା। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା। ସେ ଦିଲ୍ଲୀର ଅନେକ ନାମୀଦାମୀ   କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି। ୨୦୧୯ରେ ମହାରାଷ୍ଟ୍ରର ପୁଣେରେ ଆଇକ୍ୟୁଆରଏଆଇଏସ ଏକାଡେମୀ ପ୍ରତିଷ୍ଠା କରିଥିଲେ ପ୍ରବଧ ଓଝା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking