20.1 C
Bhubaneswar
Saturday, December 6, 2025
Homeଓଡିଶାଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ

ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ

ଭୁବନେଶ୍ୱର :  କାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ଦିନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ସିଧାସଳଖ କାଯ୍ୟକ୍ରମକସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୫ଟା ୧୫ରେ ରାଜଭବନରେ ପହଞ୍ଚିବେ ।  ସନ୍ଧ୍ୟା ୬ଟା ୩୦ରେ ବିଜେପି ରାଜ୍ୟ କାଯ୍ୟାଳୟ ଯିବେ । ଘଣ୍ଟାଏ ଧରି ବିଜେପି କାଯ୍ୟକର୍ତ୍ତାଙ୍କ କରିବେ ବୈଠକ । ରାଜଭବନରେ ରାତ୍ରଯାପନ କରିବେ ପ୍ରଧାନମନ୍ତ୍ରୀ । ଶନିବାର ସକାଳ ୮ଟା ୨୫ରେ ଲୋକସଭା ଭବନ ଯିବେ ।   ଡିଜିପି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ମଧ୍ୟ ରାଜଭବନରେ କରିବେ ରାତ୍ରଯାପନ । ରବିବାର ପୁଣି ଡିଜିପି ସମ୍ମିଳନୀରେ ସାମିଲ ହେବେ । ସକାଳ ୮ଟା ୨୫ରୁ ୪ଟା ୩୦ ଯାଏଁ ଉପସ୍ଥିତ ରହିବେ । ଏହାପରେ ଦିଲ୍ଲା ଫେରିଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking