ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ୱର ଗସ୍ତ ପାଇଁ କଟକଣା ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ କାଯ୍ୟକ୍ରମ ଥିବା ସ୍ଥାନ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । କୌଣସି ଡ୍ରୋନ କାୟ୍ୟକ୍ରମ ସମୟରେ ଉଡି ପାରିବ ନାହିଁ । ଲୋକସେବା ଭବନ କନଭେସନ ସେଣ୍ଟରରେ ଉପସ୍ଥିତ ରହିବେ ମୋଦି । ଆସନ୍ତା ୨୯ରୁ ଡିସେମ୍ବର ୧ ପୟନ୍ତ ଡିଜିପି ସମ୍ମିଳନୀ ପାଇଁ ଆସିବେ ।