21.1 C
Bhubaneswar
Monday, December 22, 2025
Homeଦେଶ ବିଦେଶସଡକ ଦୁର୍ଘଟଣା: ୫ ମୃତ

ସଡକ ଦୁର୍ଘଟଣା: ୫ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଜିଲ୍ଲାର ମାଲୱାନ ଅଞ୍ଚଳରେ ଏକ ଏସୟୁଭି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟରେ, ୪ ଜଣ ମହିଳା ଥିବା ନେଇ ପୋଲିସ କହିଛି। ଆଜି ସକାଳେ ଗୌରୀନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି । ଏସୟୁଭି ଏବଂ ବସ୍ ସହିତ ଧକ୍କା ହୋଇଥିଲା । ବିବାହରୁ ଫେରୁଥିବା ବେଳେ ଏମିତି ଦୁର୍ଘଟଣା ଘଟାଇଥିବାର ପୋଲିସ କହିଛି। ସମସ୍ତ ପୀଡିତା ଏସୟୁଭିରେ ଯାତ୍ରା କରୁଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ଶ୍ରୀପେନ୍ଦ୍ର କୁମାର କହିଛନ୍ତି ଯେ ଏ ନେଇ ଅଧିକ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣ ହରାଇବା ସହ ସମବେଦନା ଜଣାଇ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking