25.1 C
Bhubaneswar
Sunday, December 21, 2025
Homeଓଡିଶାରାକେଟ ନେଇ ତଦନ୍ତ: ଡିସିପି

ରାକେଟ ନେଇ ତଦନ୍ତ: ଡିସିପି

କଟକ: କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଡ଼ିସିପିଙ୍କ ପ୍ରତିକ୍ରିୟା । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି । ଏ ନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ । ଘଟଣା ପଛରେ ରାକେଟ ର ହାତ ଅଛି କି ନାହିଁ ତଦନ୍ତ ହେବ । ତଦନ୍ତ ନେଇ ଟିମ ଗଠନ କରାଯାଇଥିବା ଡିସିପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking