30.1 C
Bhubaneswar
Thursday, March 19, 2026
Homeଅପରାଧ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ: ୧୬ ଗିରଫ

୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ: ୧୬ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାରେ ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ରେଳବାଇ ପୋଲିସ। ବିଭିନ୍ନ ମାଧ୍ୟମ, ପଦ୍ଧତିରେ ଚାଳାଣ ଜାରି ରହିଛି। ସଡ଼କ ପଥରେ ବିଭିନ୍ନ ବସ୍‌, ଭ୍ୟାନ୍‌, ଟ୍ରକ୍‌ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆନୂଆ ପଇଁତରା ମାଫିଆମାନେ ପ୍ରୟୋଗ କରୁଛନ୍ତି। ସଡ଼କ ପଥ ଛାଡ଼ି ଏବେ ରେଳରେ ନାବାଳକ, ଯୁବତୀ ଓ ମହିଳାମାନଙ୍କୁ ଏହି କାମରେ ଏବେ ନିୟୋଜିତ କରୁଛନ୍ତି। କୋରାପୁଟ ରେଳବାଇ ପୁଲିସ ୧୫ଟି ଚାଳାଣ ବେଳେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି ବୋଲି କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking