Homeଅପରାଧଯାଯାବର ଗଣହତ୍ୟା: ୭ ଗିରଫ ଅପରାଧଓଡିଶା ଯାଯାବର ଗଣହତ୍ୟା: ୭ ଗିରଫ By Ona Khabara 22/11/2024 Share FacebookTwitterPinterestWhatsAppLinkedinReddItTelegram ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ସୋଇଥିଲା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleଝଗଡାରୁ ବିଷ ପିଇଲେ ୨ ଭଉଣୀNext articleପିଟି ହେଲା ନୌସେନା ଜାହାଜ ସହ ମାଛଧରା ବୋଟ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର ଦେଶ ବିଦେଶ ନଦୀକୁ ଖସିଲା ସରକାରୀ ବସ୍: ୩୦ରୁ ଅଧିକ ଆହତ ଦେଶ ବିଦେଶ ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ହେବ ବଡ଼ ବୈଠକ ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ