14.1 C
Bhubaneswar
Wednesday, December 24, 2025
Homeଓଡିଶାଓଡ଼ିଆ ଠିକାଦାରଙ୍କୁ ମିଳିବ କାମ: ମନ୍ତ୍ରୀ

ଓଡ଼ିଆ ଠିକାଦାରଙ୍କୁ ମିଳିବ କାମ: ମନ୍ତ୍ରୀ

ଭୁବନେଶ୍ୱର: କର୍ମ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ବାହାର ଠିକାଦାରଙ୍କୁ ପୂର୍ବ ସରକାର ଗୁରୁତ୍ୱ ଦେଉଥିଲେ । ତେଣୁ ଓଡ଼ିଆ ଠିକାଦାର ବାହାରକୁ ଯାଉଥିଲେ। ଏବେକାର ସରକାର ରେ ସେଭଳି ହେବ ନାହିଁ । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking