14.1 C
Bhubaneswar
Wednesday, December 24, 2025
Homeଓଡିଶାଜମି ଦେବାକୁ ଚିନ୍ତା କରୁଛନ୍ତି ସରକାର: ମନ୍ତ୍ରୀ

ଜମି ଦେବାକୁ ଚିନ୍ତା କରୁଛନ୍ତି ସରକାର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସରକାର ଆଣିବେ ନୂଆ ଥଇଥାନ ନୀତି । ପୁନଃବସତି ନୀତି ଆଣିବେ ରାଜସ୍ୱ ସରକାର। ପୁରୁଣା ନୀତିରେ କରାଯିବ ସଂଶୋଧନ। ଜମି ହରାଉଥିବା ଲୋକଙ୍କୁ ଜମି ଦେବାକୁ ଯୋଜନା। ଜମି ଦେବାକୁ ଚିନ୍ତା କରୁଛନ୍ତି ସରକାର । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking