କେଉଁଝର : ବନ୍ଧୁକ ଦେଖାଇ ଜିଆରଏସଙ୍କଠାରୁ ଭତ୍ତା ଟଙ୍କା ଲୁଟ କରିଛି ଦୁବୃତ୍ତ। ଏଭଳି ଘଟଣା କେଉଁଝର ଜିଲ୍ଲା ଆନନ୍ଦପୁର ସହର ତରୁଆ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ତରୁଆ ପଞ୍ଚାୟତ ଜିଆରଏସଙ୍କ ଠାରୁ ୮.୧୧ ଲକ୍ଷ ଟଙ୍କାର ଲୁଟ ଅଭିଯୋଗ ହୋଇଛି । ରାମଚନ୍ଦ୍ରପୁର ଥାନା ବଣିଆପଶି ନିକଟରେ ଟଙ୍କା ଲୁଟିନେଲେ ଦୁବୃତ୍ତ । ୨ ଦୁବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟୁଥିବା ଥାନାରେ ଅଭିଯୋଗ ହୋଇଛି ।