34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶକୁହୁଡ଼ି ପାଇଁ ସ୍କୁଲ ବସ୍ ଧକ୍କା

କୁହୁଡ଼ି ପାଇଁ ସ୍କୁଲ ବସ୍ ଧକ୍କା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୁଜାଫରନଗରର ରାଜପୁର ରୋଡରେ କୁକୁଡ଼ି ଯୋଗୁଁ ଏକ ସ୍କୁଲ ବସ୍ ର ଧକ୍କା ହୋଇଛି ,୧୦ ଜଣ ଛାତ୍ର ଆହତ ହୋଇଥିବା ବେଳେ , ୩ ଗୁରୁତର ହୋଇଥିବା ନେଇ ସୂଚନା ରହିଛି। ସର୍କଲ ଅଧିକାରୀ ସନ୍ଥ ପ୍ରସାଦ ଉପାଧ୍ୟାୟ ପିଟିଆଇକୁ କହିଛନ୍ତି ଯେ ସ୍କୁଲ ବସ୍ କାନ୍ଦାଲାର ଗାୟତ୍ରୀ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରମାନଙ୍କୁ ବୁଦ୍ଧାନାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ , ଦୁର୍ଘଟଣାର ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking