35.4 C
Bhubaneswar
Saturday, July 11, 2026
Homeଓଡିଶାବିଜେଡି ବିକ୍ଷୋଭରେ ସ୍କୁଲ ଛାତ୍ରୀ ସାମିଲ: ନବୀନଙ୍କୁ ନୋଟିସ

ବିଜେଡି ବିକ୍ଷୋଭରେ ସ୍କୁଲ ଛାତ୍ରୀ ସାମିଲ: ନବୀନଙ୍କୁ ନୋଟିସ

ଝାରସୁଗୁଡା: ଝାରସୁଗୁଡାରେ ବିଜେଡି ବିକ୍ଷୋଭରେ ସ୍କୁଲ ଛାତ୍ରୀ ସାମିଲ ଘଟଣା । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନୋଟିସ ହୋଇଛି । ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ତରଫରୁ ମଧ୍ୟ ନୋଟିସ ଦିଆଯାଇଛି । ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ଇପ୍ସିତା ସାହୁଙ୍କୁ ମଧ୍ୟ ନୋଟିସ ହୋଇଛି । ଗତକାଲି ବହି ବିଭ୍ରାଟକୁ ନେଇ ଝାରସୁଗୁଡାରେ ବିକ୍ଷୋଭ କରିଥିଲା ବିଜେଡି । କିଛି ସ୍କୁଲ ଛାତ୍ରୀଙ୍କୁ ୟୁନିଫର୍ମରେ ଥାଇ ଅଣାଯାଥିଲା । ଏନେଇ ବିଜେଡି ନେତ୍ରୀ ଇପ୍ସିତା , ଦୀପାଳୀ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking