Homeଓଡିଶାକରେଣ୍ଟ ଲାଗି ଚାଷୀ ମୃତ ଓଡିଶାଭଦ୍ରକ କରେଣ୍ଟ ଲାଗି ଚାଷୀ ମୃତ By Ona Khabara 19/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଚାଷ ଜମିରେ କରେଣ୍ଟ ଲାଗି ଚାଷୀ ମୃତ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋରୁଆ ଗାଁ ରେ । ଗୋରୁଙ୍କ ପାଇଁ ଚାଷ ଜମିରେ କରେଣ୍ଟ ଲଗାଇଥିଲେ ଜମି ମାଲିକ। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଜମି ମାଲିକକୁ ପୋଲିସ ଅଟକ ରଖିଥିବା ନେଇ ସୂଚନା ରହିଛି । Share FacebookTwitterPinterestWhatsAppLinkedinReddItTelegram Previous article୬ ମାସର ପୁଅକୁ ମାରି ପୋତିଲେ ବାପା, ମାNext articleଓଡ଼ିଶା ଆସିବେ ରାଷ୍ଟ୍ରପତି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ପୁଣି ବ୍ୟାପିଲା ଜଙ୍ଗଲ ନିଆଁ ଓଡିଶା ସମର କୋର୍ସ ଆଳରେ ହେଉଥିଲା ଶିଶୁ ଚାଲାଣ ! ଓଡିଶା ଗଞ୍ଜାମ ଜିଲ୍ଲା ସରୋଡାରେ ଦଳିତ ବିବାହ ଶୋଭାଯାତ୍ରାକୁ ଜାତିଆଣ ମନୋଭାବ ନେଇ ସଙ୍ଗବଦ୍ଧ ବିରୋଧକୁ... ଓଡିଶା ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ