26.1 C
Bhubaneswar
Wednesday, February 4, 2026
Homeଓଡିଶାପୋଲିସ ନାଁରେ ଅଭିଯୋଗ ଆଣିଲେ ଅସୀମା

ପୋଲିସ ନାଁରେ ଅଭିଯୋଗ ଆଣିଲେ ଅସୀମା

ଅନୁଗୁଳ: ପୋଲିସ ନାଁରେ ଅଭିଯୋଗ ଆଣିଲେ ଗାୟିକା ଅସୀମା ପଣ୍ଡା । ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା। ଏକ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଯାଇଥିଲେ ଅସୀମା । ୫ ଘଣ୍ଟା ପାଇଁ ଜାମରେ ଫସିଥିଲେ ଏବଂ ବହୁ ଆମ୍ବୁଲାନ୍ସ ବି ଜାମ ରେ ଫସିଥିଲା । ଏ ନେଇ ଥାନାକୁ ଫୋନ କରିଥିଲେ ଅସୀମା ପଣ୍ଡା । ହେଲେ ପୋଲିସ ଶୁଣି ନ ଥିବା ଅଭିଯୋଗ କରିଛନ୍ତି ଅସୀମା ପଣ୍ଡା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking