21.1 C
Bhubaneswar
Saturday, November 16, 2024
Homeଓଡିଶାଭରତପୁର  ମାମଲା : ବଢିଲା ତଦନ୍ତ କମିଶନଙ୍କ  କାର୍ଯ୍ୟକାଳ

ଭରତପୁର  ମାମଲା : ବଢିଲା ତଦନ୍ତ କମିଶନଙ୍କ  କାର୍ଯ୍ୟକାଳ

ଭୁବନେଶ୍ୱର : ଭରତପୁର  ମାମଲାରେ ବଢିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ  ବଢିଲା । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧିକଲେ ସରକାର । ୩୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବଢିଲା କାର୍ଯ୍ୟକାଳ । ୨୨ ନଭେମ୍ବରରେ ସରୁଥିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ । ମେଜର ଓ ବାନ୍ଧବୀଙ୍କୁ ଦୁଃବ୍ୟବହାର ମାମଲାର ତଦନ୍ତ କରୁଛି କମିଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking