32.1 C
Bhubaneswar
Saturday, February 14, 2026
Homeଓଡିଶା୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲ ମାନ୍ୟତା ଦିଆଯିବ : ମୁଖ୍ୟମନ୍ତ୍ରୀ

୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲ ମାନ୍ୟତା ଦିଆଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶ ପାଳୁଛି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଭୁବନେଶ୍ୱର  ଜନତା  ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫେରେନ୍‌ସରେ ଯୋଗ ଦେଲେ ନରେନ୍ଦ୍ର ମୋଦୀ । ଆଦିବାସୀଙ୍କ ବିକାଶ ପାଇଁ ୬ହଜାର କୋଟି ଟଙ୍କା ପ୍ରକଳ୍ପର   କଲେ ଶୁଭାରମ୍ଭ । ବିିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ  ୨୬ ତାରିଖ ଯାଏଁ ସବୁ ଗାଁରେ କାର୍ଯ୍ୟକ୍ରମ କରାଯିବ । ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲ ମାନ୍ୟତା ଦିଆଯିବ । ଗୋଠପାଟଣାରେ  ସ୍ୱାଭିମାନ ଭବନ ନିର୍ମାଣ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking