20.1 C
Bhubaneswar
Thursday, February 12, 2026
Homeଓଡିଶାଜମି ପାଇଁ ତଣ୍ଟି କାଟି ହତ୍ୟା

ଜମି ପାଇଁ ତଣ୍ଟି କାଟି ହତ୍ୟା

ଗଂଜାମ : ବିଲରେ କାମ କରୁଥିବା ବେଳେ ତଣ୍ଟି କାଟି ହତ୍ୟା କରାଯାଇଛି । ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗାଁରେ ହତ୍ୟାକାଣ୍ଡ ଘଟିଛି । ଜମି ବିବାଦରୁ ୩ ଦୁର୍ୱୃତ୍ତଙ୍କୁ  ହତ୍ୟା କରାଯାଇଥିବା ସୂଚନା ମିଳିଛି । ପୋଲିସ ଏହାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking