21.1 C
Bhubaneswar
Wednesday, February 11, 2026
Homeଓଡିଶାବିଜେଡ଼ି-କଂଗ୍ରେସ ଶେଷ ହୋଇଯିବ: ତୋମାର

ବିଜେଡ଼ି-କଂଗ୍ରେସ ଶେଷ ହୋଇଯିବ: ତୋମାର

ଭୁବନେଶ୍ୱର:  ଆମର ସ୍ପଷ୍ଟ  ବହୁମତ ଅଛି । ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ । ବିଜେଡି ଏବଂ କଂଗ୍ରେସ ଶେଷ ହେବାକୁ ଯାଉଛି । ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ ବୟାନ ରହିଛି  । ଓଡିଶାରେ ଆଗାମୀ ୨୫ ବର୍ଷ ଧରି ବିଜେପି ଶାସନ କରିବ । ବିଜେଡିର ଅନେକ ବିଧାୟକ ଯୋଗାଯୋଗରେ ଅଛନ୍ତି । ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି । ଆମର ସ୍ପଷ୍ଟ ବହୁମତ ଅଛି , ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking