26.1 C
Bhubaneswar
Saturday, March 14, 2026
Homeଓଡିଶାସର୍ବ ଭାରତୀୟ ଟିକସ ଓକିଲ ସଂଘ ର ୪୮ତମ ପ୍ରତିଷ୍ଠା ଦିବସ ପାଳନ

ସର୍ବ ଭାରତୀୟ ଟିକସ ଓକିଲ ସଂଘ ର ୪୮ତମ ପ୍ରତିଷ୍ଠା ଦିବସ ପାଳନ

ଯାଜପୁର: ଆଜି ସର୍ବ ଭାରତୀୟ ଟିକସ ପେଶାଦାର ସଂଘ ର ୪୮ତମ ପ୍ରତିଷ୍ଠା ଦିବସ ଯାଜପୁର ଜିଲ୍ଳା ତରଫରୁ ବ୍ୟାସନଗର ସ୍ତ ହରେକୃଷ୍ଣ ଭବନ ରେ ପାଳିତ ହୋଇ ଯାଇଛି। ଯାଜପୁର ଜିଲ୍ଲା ଟିକସ ଓକିଲ ସଂଘ ସଭାପତି ବିବେକାନନ୍ଦ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଟିତ ସଭାରେ ଉପସଭାପତି ଧନେଶ୍ଵର ବାରିକ,ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ପୂର୍ବତନ ସଭାପତି ମାନସ ରଞ୍ଜନ ସାମଲ, ହେମନ୍ତ କୁମାର ପଥାଳ, ଦିଲ୍ଲିପ କୁମାର ମଲ୍ଲିକ, ଦେବେନ୍ଦ୍ର କୁମାର ପଣ୍ଡା,ଦିଲ୍ଲୀପ କୁମାର ନାୟକ, ରମାକାନ୍ତ ଚୌହାନ, ପ୍ରବୀର କୁମାର ରାଉତ ପ୍ରମୁଖ କେକ୍ କାଟି ଉତ୍ସବ ପାଳନ କରିଥିଲେ। ପ୍ରକାଶ ଥାଉ କି ସଂଘ ସର୍ବଭାରତୀୟ ସ୍ତରରେ ଟିକସ ଢାଞ୍ଚା ରେ ପରିବର୍ତନ ସହିତ ଏହାର ସରଳୀକରଣ ଏଵଂ ଟିକସ ପେଶାଦାର ମାନଙ୍କ ମଧ୍ୟରେ ନିୟମିତ ଭାବରେ ଜ୍ଞାନ ର ଆଦାନ ପ୍ରଦାନ କରିଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking