26.1 C
Bhubaneswar
Sunday, November 24, 2024
Homeଓଡିଶାଭୁବନେଶ୍ୱରକିଭଳି ନେବେ ଶୀତଦିନେ ଶରୀରର ଯତ୍ନ ଜାଣନ୍ତୁ

କିଭଳି ନେବେ ଶୀତଦିନେ ଶରୀରର ଯତ୍ନ ଜାଣନ୍ତୁ

ବ୍ୟୁରୋ:  ଶୀତଦିନେ  ଶରୀରରେ ତାପମାତ୍ରା ହ୍ରାସ ପାଏ ।  ନୂତ  ପାଗ ସହିତ ଖାପ ଖୁଆଇ ଚଳିବା ସମ୍ଭବ ହୁଏନାହିଁ । ଶୀତ ଦିନେ ସନ୍ତୁଳିତ ଖାଦ୍ୟ ଖାଇ  ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉଚିତ । କାରଣ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ ।  ଏହା ସହିତ ଶୀତଦିନେ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ କରିବା ଆବଶ୍ୟକ ।  ଶୀତଦିନେ ଆମ ଚର୍ମକୁ କ୍ଷତି ପହଞ୍ଚାଇଥାଏ ।  ଯେଉଁ କାରଣରୁ ଚର୍ମ ଶୁଷ୍କ ଦେଖାଯାଏ । ଏଥିପାଇଁ ଶୀତଦିନେ  ମଏଶ୍ଚରାଏଜର  ପ୍ରେଯାଗ କରିବା ଉଚିିତ । ଶୀତଦିନେ ଆବଶ୍ୟକ ପରିମାଣରେ ପ୍ରତିଦିନ ପାଣି ପିଇ ହାଇଡ୍ରେଟ ରହିବା ଉଚିତ ।  ଶରୀରର କୋଷକୁ ପୁଷ୍ଟିକର ଖାଦ୍ୟ ପରିବାହନ କରିବାରେ  ଏବଂ ଶରୀରରେ ତରଳ ପଦାର୍ଥକୁ ସନ୍ତୁଳିତ କରିବାରେ ସାହାର୍ଯ୍ୟ କରେ । ଏହାଛଡା ଉତ୍ତମ ସ୍ୱାସ୍ଥ୍ୟ  ବଜାୟ ରଖିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ତେଣୁ ଅତି କମରେ ୭ରୁ ୮ ଘଣ୍ଟା ଶୋଇବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking