25.1 C
Bhubaneswar
Thursday, March 5, 2026
Homeଓଡିଶାକନ୍ଧମାଳ ଜିଲ୍ଲାରେ ଆମ୍ଭ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ...

କନ୍ଧମାଳ ଜିଲ୍ଲାରେ ଆମ୍ଭ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଏବଂ କଂଗ୍ରେସ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜାତୀୟ ଖାଦ୍ୟ ନିରାପତା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ନେତୃବୃନ୍ଦ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ସ୍ମାରକ ପତ୍ରର ଏକକିତା ନକଲ ପ୍ରକାଶନ ନିମନ୍ତେ ଏଥିସହ ସଂଲଗ୍ନ କରାଯାଇଛି।

ଆଜିର ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡ଼ାମ୍‌, ସାହାନୱାଜ୍ ଚୌଧୁରୀ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ମହମ୍ମଦ ମୋକିମ୍‌, ରୋଜାଲୀନା ତିର୍କୀ, କିଶୋର ଚନ୍ଦ୍ର ପଟେଲ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନିପତି, ସି.ଏସ୍ ରାଜନଏକ୍କା, ଅଶୋକ କୁମାର ଦାସ, ବିଶ୍ୱରଞ୍ଜନ ମହାନ୍ତି, ସଶ୍ମିତା ବେହେରା, ଭୁଜବଳ ମାଝି,କାଡ୍ରାକା ଆପାଲାସ୍ୱାମି, ନିଳମାଧମ ହିକ୍‌କା, ମଙ୍ଗୁ ଖିଲ, ସୋଫିଆ ଫିର୍ଦ୍ଦୋଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଚନ୍ଦ୍ରଶେଖର ପରିଡ଼ା, ଅଭିମନ୍ୟୁ ବେହେରା, ନିମାଇଁ ଚନ୍ଦ୍ର ସରକାର, ପ୍ରକାଶ ଜେନା, ମନୋରଞ୍ଜନ ଦାଶ ଓ ମନୋରଞ୍ଜନ ରାଉତ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking