29.1 C
Bhubaneswar
Monday, March 30, 2026
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ଚରଣ ଦାସ ମହନ୍ତ

ଭୁବନେଶ୍ୱରରେ ପହଞ୍ଚିଲେ ଚରଣ ଦାସ ମହନ୍ତ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଦଳର ନେତାଙ୍କ ସହ କରିବେ ଚରଣ ଦାସ କରିବେ ଆଲୋଚନା । ଚର୍ଚ୍ଚା ହେଉଥିବା ନା ର ପ୍ରଭାବ ପକାଇବନି ବୋଲି କହିଲେ ଚରଣ ଦାସ । ହାଇକମାଣ୍ଡଙ୍କ ନିର୍ଦେଶରେ ଓଡିଶା ଆସିଛି । ରାଜ୍ୟ କଂଗ୍ରେସର ପିସିସି ସଭାପତି ପାଇଁ ଆଜିଠାରୁ ଆରମ୍ଭହେଉଛି ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭହେଉଥିବା ବେଳେ, ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସି ପହଞ୍ଚିଛନ୍ତି ଛତିଶଗଡ଼ ନେତା ଚରଣଦାସ ମହନ୍ତ । ଏହି ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ। ପିସିସି ସଭାପତି ଦୌଡ଼ରେ ବରିଷ୍ଠ ନେତା ଭକ୍ତ ଦାସ, ମହମ୍ମଦ ମୋକିମ ଏବଂ ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଥିବା ବେଳେ । ସୂଚନା ଦେଇଛନ୍ତି ଯେ , ଚର୍ଚ୍ଚା ହେଉଥିବା ନା ର ପ୍ରଭାବ ପକାଇବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking