26.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶଇସ୍ରାଏଲ ବ୍ୟବହାର କରିବାକୁ ଯାଉଛି ଆଣ୍ଟି ମିସାଇଲ

ଇସ୍ରାଏଲ ବ୍ୟବହାର କରିବାକୁ ଯାଉଛି ଆଣ୍ଟି ମିସାଇଲ

ନୂଆଦିଲ୍ଲୀ: ଯୁଦ୍ଧର ନୂଆଁ ଏରା ଆରମ୍ଭ । ଇସ୍ରାଏଲ ବ୍ୟବହାର କରିବାକୁ ଯାଉଛି ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ ଲେଜରର ଆଇରନ ବିମ । ଆଲୋକର ବେଗଠାରୁ ବି ଅଧିକ ଗତିଶୀଳ । ଶହ ଶହ କିଲୋମିଟର ଯାଏଁ ହମଲା କରିବାରେ ମାହିର । ଛୋଟରୁ ଛୋଟ ଜିନିଷକୁ ମଧ୍ୟ ଏହା କ୍ଷତି ପହଞ୍ଚାଇବାରେ ସକ୍ଷମ । ଆଇରନ ବିମର ନିର୍ମାଣରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଲେଜରର ବ୍ୟବହାର କରାଯାଇଛି ।

ଛୋଟଠୁ ଛୋଟ ପ୍ରୋଜେକ୍ଟାଇଲକୁ ମାରି ଖସାଇବାରେ ଏହା ବେଶ ଉପଯୋଗୀ । ଯାହାକୁ ଗୋଟେ ବର୍ଷ ମଧ୍ୟରେ ଅପରେଟ କରିବ ଇସ୍ରାଏଲ । ଲେଜର ପ୍ରଣାଳୀ ଦେଶର ଆଇରନ ଡୋମ ଏମିତିକି ଅନ୍ୟ ରକ୍ଷାମନ୍ତ୍ରାଳୟର ସମକକ୍ଷ ହେବ । ଯାହା ଯୁଦ୍ଧର ଏକ ନୂଆ ଯୁଗର ପ୍ରାରମ୍ଭ କରିବ କହିଛି ଇସ୍ରାଏଲ ରକ୍ଷା ମନ୍ତ୍ରାଳୟ । ୫୦୦ଡଲାର ମିଲିୟନରୁ ଅଧିକ ଏହି ଆଇରନ ବିମ ଯେକୌଣସି ମିସାଇଲ, ଡ୍ରୋନ, ରକେଟ ,ମୋର୍ଟାରକୁ ମାରି ଖସାଇବାରେ ସକ୍ଷମ । ମନ୍ତ୍ରାଳୟ କହିଛି କି ଆଇରନ ବିମ ଛୋଟରୁ ଛୋଟ ପ୍ରଜୋଟ୍କାଇଲକୁ ଖସାଇବ ଯେଉଁଠିକି ବାଲିଷ୍ଟିକ ମିସାଇଲ ଭଳି ବଡ ଲକ୍ଷକୁ ଏରୋ୨ ଏରୋ ୩ ଭଳି ଇଣ୍ଟରସେପ୍ଟରର ବ୍ୟବହାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking