ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଉଥିବାବେଳେ, ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଆଜି ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଇଛି । ଆଜି ପେଟ୍ରୋଲ ଏବଂ ଡିଜେଲ ଦର ବଢିଛି । ପେଟ୍ରୋଲ ଦର ଲିଟର ପ୍ରତି ୧୦୧.୩୯ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୨.୯୬ ଟଙ୍କା ରହିଛି ।