ବ୍ୟୁରୋ : ପ୍ରତି ପଞ୍ଚାୟତରେ ହେବ ସ୍ୱୟଂସିଦ୍ଧା । ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ ବିପର୍ଯ୍ୟୟ ପରିଚାଳନା ତାଲିମ । ପ୍ରତି ପଞ୍ଚାୟତରେ ୫୦ ମହିଳାଙ୍କୁ ତାଲିମ ନେଇ ଓସଡମା ସହ ଚୁକ୍ତି । ଆଗାମୀ ବର୍ଷେ ମଧ୍ୟରେ ତାଲିମ ସାରିବାକୁ ବିଭାଗର ଯୋଜନା । ବାତ୍ୟା ପ୍ରବଣ ରାଜ୍ୟରେ ୧୪ଟି ଜିଲ୍ଲାରେ ମହିଳାଙ୍କୁ ତାଲିମ ଜିଆଯିବ । ୧୪ ଜିଲ୍ଲାରେ ୩୯୨୨ ପଞ୍ଚାୟତରେ ମହିଳାଙ୍କୁ ଦିଆଯିବ ତାଲିମ ।