30.1 C
Bhubaneswar
Sunday, October 27, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ

ନିୟୁଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ। ଦିଲ୍ଲୀରେ ମନ କି ବାତ ଶୁଣୁଛନ୍ତି ନଡ୍ଡା ଓ ବୈଜୟନ୍ତ। ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୧୧୫ ତମ ଏପିସୋଡ଼ । ଆନିମେସନ ଓ ଭର୍ଚୁଆଲ ରିଆଲିଟି କଥା ଉଲ୍ଲେଖ କଲେ ମୋଦି । ଭାରତକୁ ଗ୍ଲୋବାଲ ଆନିମେସନ ପାୱାର ହାଉସ କରିବାକୁ ଗୁରୁତ୍ୱ । ଡିଜିଟାଲ ଆରେଷ୍ଟକୁ ନେଇ ଉଦବେଗ ପ୍ରକାଶ କଲେ ମୋଦି । ଆନିମେସନ କ୍ଷେତ୍ରରେ ଭାରତରେ କ୍ରାନ୍ତି ଆସିଛି । ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ୨୮ ତାରିଖରେ ଭାରତରେ ବିଶ୍ୱ ଆନିମେସନ ଦିବସ ପାଳନ । ବିବେକାନନ୍ଦଙ୍କ କଥା ଓ ଗାଥା ମାନେ ପକାଇଲେ ମୋଦି । ଆତ୍ମନିଭର ଭାରତ ଅଭିଯାନ ଏବେ ଜନ ଅଭିଯାନ ହେଇଗଲାଣି । ଏବଂ ସବୁଠୁ ବଡ କଥା ପ୍ରଧାନମନ୍ତ୍ରୀ କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମରେ। ଫ୍ରର୍ଡ଼ କଲ ପାଇଁ ୩ ଟି ସୂତ୍ର ମୋଦି କହିଛନ୍ତି। ସାଇବର ଫ୍ରର୍ଡ଼କୁ ନେଇ ସଚେତନ କରାଇଲେ ପ୍ରଧାନମନ୍ତ୍ରୀ । ମନ କି ବାତ କାର୍ଯ୍ୟକ୍ରମରେ ଭିଡିଓ ଦେଖାଇ ସଚେତନ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଚେତନ ନେଇ ୩ ସୂତ୍ର ଆପଣେଇବାକୁ ପରାମର୍ଶ ଦେଲେ ମୋଦି । ଫ୍ରର୍ଡ଼ ଆସିଲେ ଧର୍ଯ୍ୟ ଧରିବା ସହିତ ଭାବନ୍ତୁ ଏବଂ ପଦକ୍ଷେପ ନେବାକୁ କହିଲେ ମୋଦି । କୌଣସି ଏଜେନ୍ସି ଫୋନ କରି ପଚାର ଉଚରା କରେନି । ଫ୍ରର୍ଡ଼ କଲ ଆସିଲେ ୧୯୩୦ କୁ କଲ କରି ଜଣାନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking