26.1 C
Bhubaneswar
Thursday, March 19, 2026
Homeଓଡିଶାମୃତ ଗର୍ଭବତୀଙ୍କୁ ୨ କିଲୋମିଟର ବୋହିନେଲେ ପରିବାର

ମୃତ ଗର୍ଭବତୀଙ୍କୁ ୨ କିଲୋମିଟର ବୋହିନେଲେ ପରିବାର

ମୋହନା  :  ମୃତ ଗର୍ଭବତୀଙ୍କୁ ୨ କିଲୋମିଟର ବୋହିକି ନେଲେ ପରିବାର ଲୋକେ । ଅଡବା ଥାନା ଡମ୍ବଗୁଡା ପଞ୍ଚାୟତ ନିଲଡିକିଆ ଗାଁକୁ ବୋହିକି ନେଲେ । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଘର ପାଖକୁ ଯାଇପାରି ନଥିଲା । ଗତକାଲି ରାତ୍ରିରେ ବ୍ରହ୍ମପୁରରେ ମହିଳାଙ୍କ ମୃତ୍ୟୁ ହୋଇଛି । ରାସ୍ତା ନଥିବାରୁ ମହିଳାଙ୍କୁ ମେଡିକାଲ ନେବାରେ ମଧ୍ୟ ବିଳମ୍ବ ହୋଇଥିଲା । ଘରୁ ଭାରାରେ ଆମ୍‌ୁଲାନ୍ସ ଯାଏଁ ବୋହିକି ନେଇଥିଲେ ପରିବାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking