29.1 C
Bhubaneswar
Sunday, October 27, 2024
Homeଦେଶ ବିଦେଶପୋଲ ତଳକୁ ଖସିଲା ବସ: ୧୯ ମୃତ

ପୋଲ ତଳକୁ ଖସିଲା ବସ: ୧୯ ମୃତ

ବ୍ୟୁରୋ: ମେକ୍ସିକୋରେ ଦୁର୍ଘଟଣା ପରେ ପୋଲ ତଳକୁ ଖସିଲା ବସ। ଟ୍ରକ ପଛରୁ ଭାରସମ୍ୟ ହରାଇ ପୋଲ ତଳକୁ ଖସିପଡିଲା : ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା । ୫ ରୁ ଅଧିକ ଯାତ୍ରୀ ଗୁରୁତର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି। ଦିନକୁ ଦିନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଥିବାବେଳେ ପ୍ରତ୍ୟକ ଦିନ ଅନେକ ଜାଗାରୁ ଦୁର୍ଘଟଣାର ଜନିତ ଖବର ପ୍ରକାଶ ପାଇ ଲୋକଙ୍କ ସାମ୍ନାକୁ ଆସୁଛି । ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ଅଧିକ ବଢ଼ିବାରେ ମଧ୍ୟ ଲାଗିଛି । ଦୁର୍ଘଟଣାରେ ଅନେକ ଜଣ ନିଜର ପ୍ରାଣ ହରାଉଥିବା ବେଳେ ଅନେକ ଜଣ ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେଉଛନ୍ତି । ଯାହା ପାଇଁ ଅନେକ ପରିବାରରେ କ୍ଷତି ମଧ୍ୟ ଘଟୁଛି ସେଠି ମଧ୍ୟରେ ଆଜି ଏମିତି ଦୁର୍ଘଟଣା ଜନିତ ଖବର ଦେଖିବାକୁ ମିଳିଛି । ସବୁଠୁ ବଡ ଗୁରୁତ୍ୱପୂର୍ଣ ସୂଚନା ଅନୁଯାଇ ଏହି ଦୁର୍ଘଟଣା ରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking