Homeଓଡିଶାକେନ୍ଦ୍ରକୁ ଯିବେ ଲୋହାନୀ ଓଡିଶାରାଜନୀତି କେନ୍ଦ୍ରକୁ ଯିବେ ଲୋହାନୀ By Ona Khabara 26/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: କେନ୍ଦ୍ରୀୟ ଡ଼େପୁଟେସନରେ ଯିବେ ସୁଶୀଲ ଲୋହାନୀ । ୧୯୯୫ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ସୁଶୀଲ ଲୋହାନୀ । କେନ୍ଦ୍ର ପଂଚାୟତିରାଜ ମନ୍ତ୍ରାଳୟ ଅତିରିକ୍ତ ସଚିବ ଭାବେ ନିଯୁକ୍ତି । ଲୋହାନୀ ଏବେ ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଛନ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍ଇ ଆୟୋଜିତNext articleଏ ସରକାର ଆପଣ ମାନଙ୍କର, ଆପଣଙ୍କ ସେବା ଓ ସହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ – ମୁଖ୍ୟମନ୍ତ୍ରୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ଓଡିଶା ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା ଦେଶ ବିଦେଶ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଏତିକି ଡଲାର ତଳକୁ ଖସିଲା ଓଡିଶା ଅନୁଗୁଳରେ ବଢିଲା ଗ୍ରୀଷ୍ମଛୁଟି