26.1 C
Bhubaneswar
Saturday, October 26, 2024
Homeଓଡିଶାଜୀବନ ବଞ୍ଚାଇଲେ ୧୦୮ କର୍ମଚାରୀ

ଜୀବନ ବଞ୍ଚାଇଲେ ୧୦୮ କର୍ମଚାରୀ

କେନ୍ଦ୍ରାପଡା: ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ ମଲ୍ଲିକ । ପ୍ରବଳ ବର୍ଷା, ପବନ ହେଉଥିବା ସମୟରେ ଜଣେ ମହିଳା ରୋଗୀଙ୍କୁ ଉଦ୍ଧର କରିଥିଲେ ମାନସ । ନିଜ ହାତରେ ଟେକି ଟେକି ଧରି ଆମ୍ବୁଲାନ୍ସ ଯାଏଁ ନେଇଆସିଥିଲେ ମାନସ । ମାନସଙ୍କ ସାହାସିକତା ପଦକ୍ଷେପ ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସା । ଏକ୍ସ ଜରିଆରେ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking