17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଯୁଦ୍ଧ ବନ୍ଦ ପାଇଁ ରାଜି ହେଲା ହମାସ

ଯୁଦ୍ଧ ବନ୍ଦ ପାଇଁ ରାଜି ହେଲା ହମାସ

ବ୍ୟୁରୋ: ଦୀର୍ଘ ଗୋଟିଏ ବର୍ଷ ଧରି ଚାଲି ଆସିଥିବା ହମାସ-ଇସ୍ରାଏଲ ଯୁଦ୍ଧର ଅନ୍ତ ଘଟିପାରେ। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। କିନ୍ତୁ ଇସ୍ରାଏଲ ପରି ହମାସ ମଧ୍ୟ କିଛି ସର୍ତ୍ତ ରଖିଛି। ଯଦି ଇସ୍ରାଏଲ ଗାଜାରେ ଅକ୍ତିଆର କରିଥିବା ଅଞ୍ଚଳକୁ ଛାଡ଼ିଦିଏ ତେବେ ହମାସ ଆଉ ଯୁଦ୍ଧ କରିବ ନାହିଁ ବୋଲି କହିଛି। ଗାଜା ପଟ୍ଟି ଛାଡ଼ିବା ସହ ଇସ୍ରାଏଲ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଏହି ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଲେ ହମାସ ଯୁଦ୍ଧରେ ଅନ୍ତ ଘଟାଇବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking