କନ୍ଧମାଳ: ବାଲିଗୁଡା କନ୍ଧମାଳରେ ସୁରକ୍ଷାକର୍ମୀ – ମାଓବାଦୀ ମୁଁହାମୁଁହି । ବାଲିଗୁଡା ଅଂଚଳରେ ଗୁଳି ବିନିମୟ ଜାରି । ଏସଓଜି, ଡିଭିଏଫ ସୁରକ୍ଷାକର୍ମୀ କୁମ୍ବିଂ ବେଳେ ମୁଁହାମୁଁହି। ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ସୂଚନା । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ।