23.9 C
Bhubaneswar
Thursday, October 24, 2024
Homeଓଡିଶାବଡଖବର: ରାତି ୩ରେ ହେବ ଲ୍ୟାଣ୍ଡଫଲ

ବଡଖବର: ରାତି ୩ରେ ହେବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ରାତି ୩ଟାରୁ ଭୋର ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ । ଭିତରକନିକା- ଧାମରା ମଧ୍ୟରେ ସ୍ତଳଭାଗକୁ ପଶିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ପରେ ଟିକେ ମୋଡିବା ନେଇ ସୂଚନା । ଲ୍ୟାଣ୍ଡଫଲ ପରେ ବର୍ଷା ପରିମାଣ ଅଧିକ ରହିବ । ୨୪ ଏବଂ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଭୀଷଣ ବର୍ଷା ମଧ୍ୟ ହୋଇପାରେ । ପବନର ବେଗ ଧୀରେ ଧୀରେ ବଢ଼ିବା ସହିତ ଜୁଆର ମଧ୍ୟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗି ଅଶାନ୍ତ ସମୁଦ୍ରର ଜୁଆର ମାଡ ହେଉଛି । ଏବଂ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆକଳନ କରାଯାଉଛି । ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରସୋର ଚାଲିଛି ସ୍ଥାନାନ୍ତରିତ ପ୍ରକ୍ରିୟା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking