ଭୁବନେଶ୍ୱର: ବାତ୍ୟା ମୁକାବିଲା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା । ବାତ୍ୟା ଭିତରକନିକା ପାର୍ଶ୍ଵ ଦେଇ ସାମାନ୍ୟ ରୀକର୍ଭ କରିପାରେ ।ଯେ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ହୋଇନି ଏପରି ଆକଳନ ଆସିବ । ପରବର୍ତ୍ତୀ ୪୮ ଘଣ୍ଟା ଆମକୁ କଷ୍ଟ କରିବାକୁ ପଡିବ। ରିଲିଫ ସେଣ୍ଟରକୁ ଯାଇ ଜୀବନ ସୁରକ୍ଷିତ କରନ୍ତୁ । ଗାଁ ଛାଡୁଥିବା ଲୋକଙ୍କ ଘର ଜଗିବ ପୋଲିସ । ସାପ କାମୁଡିବା ଇଞ୍ଜେକ୍ସନ ପ୍ରତି ୨୦ କିମି ଅଞ୍ଚଳରେ ରହିଛି। ଅଧଘଣ୍ଟାଏ ଭିତରେ ପହଂଚିବାର ବ୍ୟବସ୍ତା କରାଯାଇଛି । ଓଡିଶା ଉପକୂଳ ମୁଁହା ଭୀଷଣ ବାତ୍ୟା ଦାନା । ଗତ ୬ ଘଣ୍ଟାରେ ୧୨ କିମି ବେଗରେ ଗତି କରୁଛି ଦାନା । ଭିତରକନିକା-ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ଦାନା । ଧାମରାର ଦକ୍ଷିଣ ଦକ୍ଷିଣ ପୂର୍ବର ୨୯୦ କିମି ଦୂରରେ ଅବସ୍ତିତ । ଆଜି ରାତିରୁ କାଲି ସକାଳ ଭିତରେ କରିବ ଲ୍ୟାଣ୍ଡଫଲ । ସାଗର ଦୀପର ଦକ୍ଷିଣକୁ ୩୫୦ କିମି ଦୂରରେ ରହିଛି । ଭିତରକନିକା – ଧାମରା ପାଖରେ ଲ୍ୟାଣ୍ଡଫଲ ଆକଳନ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ସାମାନ୍ୟ ରିକର୍ଭ କରିବ । ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସାମାନ୍ୟ ରିକର୍ଭ କରିପାରେ ନେଇ ସୂଚନା । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡେ ଟିକେ ରିକର୍ଭ କରିପାରେ । ଏ ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦେଶିକା । ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ଓବ ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ।










