27.1 C
Bhubaneswar
Wednesday, October 23, 2024
Homeଓଡିଶାସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତଙ୍କ ଚିନ୍ତା

ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତଙ୍କ ଚିନ୍ତା

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତଙ୍କ ଚିନ୍ତା । ପଶୁଙ୍କ ପାଇଁ ୧୯୬୨କୁ କଲ କରନ୍ତୁ  ା ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ସୂଚନା ଦେଇଛନ୍ତି  ା ବୁଲା ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଅପିଲ କଲେ  ଗୋକୁଳା ନନ୍ଦ । ଏହା ସହିତ ସନ୍ଧ୍ୟା  ସୁଦ୍ଧା ଆଶ୍ରୟ ସ୍ଥଳୀକୁ ଯିବା ପାଇଁ ସୂଚନା ଦେଇଛନ୍ତି ରାଜସ୍ୱ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ  ସୂରେଶ ପୂଜାରୀ । ବାତ୍ୟା ପ୍ରଭାବରେ ସନ୍ଧ୍ୟାରୁ ବର୍ଷାର ମାତ୍ରା ବଢିବ ।ପ୍ରଭାବିତ ଜିଲ୍ଲାରୁ ୧୦ରୁ ୧୨ ଲକ୍ଷ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରିବା ନେଇ ଲକ୍ଷ୍ୟ ରହିଛି । ସ୍ଥାନାନ୍ତରଣ ପାଇଁ ଲୋକେ ପ୍ରଶାସନକୁ ସହଯୋଗ କରନ୍ତୁ ଲୋକେ କହିଛନ୍ତି ମନ୍ତ୍ରୀ । ଲୋକେ ଆଶ୍ରୟସ୍ଥଳୀକୁ ଗଲେ ପୋଲିସ, ପ୍ରଶାସନ ଗାଁ ଜଗିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking