17.1 C
Bhubaneswar
Sunday, December 21, 2025
Homeଓଡିଶାଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା

ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା

ଭୁବେନେଶ୍ୱର: ବାତ୍ୟା ଦାନାକୁ ନେଇ ବଡ ସୂଚନା । ଭିତରକନିକା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା । ପାରାଦୀପଠୁ ୫୨୦ ଓ ସାଗରଦୀପର ୬୦୦ କିମି ଦୂରରେ ରହିଛି ବାତ୍ୟା ଦାନା । କାଲି ଓ ୨୫ ସକାଳେ ସ୍ଥଳଭାଗ ଛୁଇଁବ ଦାନା । କାଲି ସକାଳେ ଭୀଷଣ ବାତ୍ୟାର ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ନେଇ ପାଣିପାଗ ବିଭାଗ ଉମାଶଙ୍କର ଦାସଙ୍କ ସୂଚନା । କାଲି ରାତି ଓ ୨୫ ସକାଳେ ଉପକୂଳ ଅତିକ୍ରମ କରିବ ଦାନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking