26.1 C
Bhubaneswar
Wednesday, February 4, 2026
Homeଓଡିଶାନଭେମ୍ବର ୧୫ରେ ମାଧୋସିଂ ଛାତ୍ରବୃତ୍ତି ଯୋଜନା ଶୁଭାରମ୍ଭ

ନଭେମ୍ବର ୧୫ରେ ମାଧୋସିଂ ଛାତ୍ରବୃତ୍ତି ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର: ନଭେମ୍ବର ୧୫ରେ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ ହେବ। ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତ କରି ତାହାକୁ ଶୁଭାରମ୍ଭ କରିବେ। ସେହିପରି ଓଡ଼ିଆ ଅସ୍ମିତା କେନ୍ଦ୍ର ଭଳି ବହୁ ପ୍ରକଳ୍ପର ଭିତ୍ତି ପଡ଼ିବ। ସେଥିମଧ୍ୟରେ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଯୋଜନା ଅନ୍ୟତମ।

ମଙ୍ଗଳବାର କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତକାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସେ ଆସନ୍ତା ୧୫ରେ ଓଡ଼ିଶା ଆସିବେ। ପ୍ରଥମେ ସେ ପୂର୍ବାହ୍ନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟରରେ ରାଉରକେଲା ଯାଇ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking