ଭୁବନେଶ୍ୱର: ବଦଳିବ ଆମ ଓଡିଶା ନବୀନ ଓଡିଶା ଯୋଜନାର ନାଁ । ‘ବିକଶିତ ଗାଁ , ବିକଶିତ ଓଡିଶା ‘ ନାଁ ରହିବ । ପଂଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । ଦୁଇ ଦିନରେ ଗାଇଡ଼ ଲାଇନ ଆଣୁଛନ୍ତି ସରକାର । ପଲ୍ଲିସଭାକୁ ଗୁରୁତ୍ୱ ଦିଆଯିବ , ପଂଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ବିକଶିତ ହେବ ।