32.1 C
Bhubaneswar
Saturday, October 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ବିଭିନ୍ନ ସୂତ୍ରରୁ ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶ୍ୱସୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଂଚଳ ପ୍ରକୃତିର ହୋଇପାରନ୍ତି।

ବୃଷ : ସରକାରୀ ସ୍ତରରେ ସମ୍ମାନୀତ ହେବେ। ଅର୍ଥ ମିଳିବ। ରୋଜଗାର ମାର୍ଗ ଉନ୍ନତ ରହିଛି। ଶ୍ରମ ସାର୍ଥକ ହେବ। କୂଳ ଉଜ୍ଜଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ। ଦୟାଳୁ ସ୍ୱଭାବର ହେବେ।

ମିଥୁନ : ବ୍ୟବସାୟ ଲାଭଜନକ ହେବ। ଯଶ୍ୱସୀ ହେବେ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି।

କର୍କଟ : ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ଧର୍ମକାର୍ଯ୍ୟ ପ୍ରତି ମନବଳାଇବେ। ଚିନ୍ତାମୁକ୍ତ ହୋଇପାରନ୍ତି। ସାମାନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିବେ।

ସିଂହ : ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟୀ ଲାଭବାନ୍ ହେବାର ସୂଚନା ମିଳୁଛି। ଦୁର୍ଘଟଣାରୁ ରକ୍ଷା ପାଇଯିବେ। ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଉତଫୁଲ୍ଲିତ ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା : ସେବକ ମନୋବୃତିର ହୋଇପାରନ୍ତି। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ। ବନ୍ଧୁଦେଶୀ ହେବେ। ଆଶ କରାଯାଏ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ। ଆୟ ବୃଦ୍ଧି ଯୋଗ ଅଛି।

ବିଛା : ଚନ୍ଦ୍ରଙ୍କ ପ୍ରଭାବରୁ ମନ ଓ ଦେହ ବହୁତ ଭଲ ରହିବ। ଆୟ ତୁଳନାରେ ବ୍ୟୟ ବଢ଼ିଯିବ। ଆଶା ସଫଳ ହେବ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ।

ଧନୁ : ବହୁଦିନର ବନ୍ଦ କାର୍ଯ୍ୟରେ ମନ ଦେଇ ପାରନ୍ତି। ଚାକିରୀରେ ପ୍ରାଧାନ୍ୟତା ବଢ଼ିବ। ବ୍ୟବସାୟରେ ଲାଭକ୍ଷତି ପ୍ରାୟ ସମାନ ହେବ। କାର୍ଯ୍ୟରେ ଶୃଙ୍ଖଳା ଦେଖାଦେବ।

ମକର : ଆଜି ପାରିବାରିକ ଶାନ୍ତି ପାଇବେ। ପୈତୃକ ସମ୍ପତି ପାଇଁ ବିବାଦର ସମାଧାନ ହୋଇପାରେ। ଦ୍ରବ୍ୟାଦିଲାଭ କରିପାରନ୍ତି। ଶତ୍ରୁର ସମ୍ମୁଖିନ ହେବେ।

କୁମ୍ଭ : ଆଜି ଅଯଥା ବ୍ୟୟଲାଭ ବଢ଼ିବ। ନୂଆ ବନ୍ଧୁ ସୃଷ୍ଟି ହୋଇପାରେ। ପରିସ୍ଥିତି ଆୟତଧିନ ହେବ। ପାରିବାରିକ ଗଣ୍ଡୋଗଳ ଉପୁଜିପାରେ। ଅତିଥିପାଇଁ ବ୍ୟସ୍ତ ରହିବେ।

ମୀନ : ପରିଶ୍ରମ ଓ ପ୍ରତିଷ୍ଠା ଦ୍ୱାରା କାର୍ଯ୍ୟ ହାସଲ କରିବେ। ଦୈନଦିନ ରୋଜଗାରରେ ସଫଳତା ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking