28.1 C
Bhubaneswar
Thursday, October 17, 2024
Homeଅପରାଧସାଇବର ଠକେଇ କେସରେ ଦୁଇ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ସାଇବର ଠକେଇ କେସରେ ଦୁଇ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର : ଚିକିତ୍ସା ନାଁ ରେ ବଡ ସାଇବର ଠକେଇ। ସେଲିବ୍ରିଟି ଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ସାଇବର ଠକେଇ । ଦୁଇ ବର୍ଷ ପରେ ଅଭିଯୁକ୍ତ ଭୀଷ୍ମ ମହାନ୍ତଙ୍କୁ ବାନ୍ଧିଲା ସାଇବର ପୋଲିସ । ବିଭିନ୍ନ ଛୋଟ ପିଲାଙ୍କ ଅପରେସନ ପାଇଁ ମିଛ କହି ସାହାଯ୍ୟ ମାଗି ଠକୁଥିଲା । ୨୦୨୨ ଅକ୍ଟୋବରରେ ଏତଲା ହୋଇଥିବା ବେଳେ କେନ୍ଦୁଝରରୁ ବନ୍ଧା ହେଲା । ଯୁକ୍ତ ଦୁଇ ପାଠ ପଢିଥିବା ବେଳେ ଦିଲ୍ଲୀର ଏକ କଲ ସେଣ୍ଟରରେ କାମ କରୁଥିବା ନେଇ ସୂଚନା । ଠକେଇ ଟଙ୍କାକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରୁଥିବା ବେଳେ ଗିରଫ ହୋଇଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking