29.1 C
Bhubaneswar
Thursday, October 17, 2024
Homeଅପରାଧଫେକ କଲ ସେଣ୍ଟର ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା...

ଫେକ କଲ ସେଣ୍ଟର ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ପୋଲିସ

ଭୁବନଶ୍ୱର: ସୁନ୍ଦରପଦାରେ ଫେକ କଲ ସେଣ୍ଟର ଠାବ ଘଟଣା କୁ ନେଇ କୋଲକାତା ଯିବ ପୋଲିସ। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ପୋଲିସ। ରିମାଣ୍ଡ ଆବେଦନ ନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି। ସାଇଣ୍ଟଫିକ ଓ ଟିକନିକାଲ ଅଫିସରଙ୍କୁ ନେଇ ସ୍ପେସିଆଲ ଟିମ ଗଠନ। ଖୁବଶୀଘ୍ର କୋଲକାତା ଗ୍ରସ୍ତ କରିବ କମିଶନରେଟ । ସଫ୍ଟୱାର ଓ ଆଣ୍ଟିଭାଇରସ ଅପଲୋଡ଼ କରିବାକୁ କହି ଠକୁଥିବା ସୂଚନା । ଏହି ଗାଙ୍ଗରେ ଟେକ୍ନିକାଲ ପିଲା ସହ ଗ୍ରାଜୁଏଟ ପିଲା ମଧ୍ୟ ସାମିଲ ରହି କାମ କରୁଥିଲେ । ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ଫୋରେନିକ୍ସ ଲ୍ୟାବକୁ ପଠା ଯାଇଛି । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ଏଜେନ୍ସିକୁ ଯୋଗାଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking