32.1 C
Bhubaneswar
Thursday, October 17, 2024
Homeଅପରାଧଭୁବନେଶ୍ୱର ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର: ଭୁବନେଶ୍ୱର ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ପରିବାର ପକ୍ଷରୁ ଆସିଲା ସଂଗୀନ ଅଭିଯୋଗ । ପ୍ରେମ ସମ୍ପର୍କ ପାଇଁ ହତ୍ୟା କରି ଫିଙ୍ଗିଦେଇଥିବା ନେଇ ପରିବାର ପକ୍ଷରୁ ସୂଚନା । ସରକନ୍ତରା ନିକଟ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତ ଦେହ । ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking