32.1 C
Bhubaneswar
Thursday, October 17, 2024
Homeଖେଳଡବ୍‌ଲ୍ୟୁଆର୍ ଚେସ୍ ମାଷ୍ଟର୍ସ; ଆନନ୍ଦଙ୍କୁ ହରାଇ ସେମିରେ ପ୍ରଜ୍ଞାନନ୍ଦ

ଡବ୍‌ଲ୍ୟୁଆର୍ ଚେସ୍ ମାଷ୍ଟର୍ସ; ଆନନ୍ଦଙ୍କୁ ହରାଇ ସେମିରେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର ରମେଶ ବାବୁ ପ୍ରଜ୍ଞାନନ୍ଦ ଡବ୍‌ଲ୍ୟୁଆର୍ ଚେସ୍ ମାଷ୍ଟର୍ସ ୨୦୨୪ର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟର୍ ଫାଇନାଲ୍‌ରେ ସେ ପାଞ୍ଚ ଥରର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦଙ୍କୁ ୨-୧ରେ ପରାଜିତ କରିଛନ୍ତି। ଏବେ ସେମିଫାଇନାଲ୍‌ରେ ସେ ନିଜ ଦେଶର ଅର୍ଜୁନ ଏରିଗାସୀଙ୍କୁ ଭେଟିବେ।

କ୍ୱାର୍ଟର୍ ଫାଇନାଲ୍ ପୂର୍ବରୁ ପ୍ରଜ୍ଞାନନ୍ଦ ପ୍ରଥମ ରାଉଣ୍ଡ୍‌ରେ ମାଲଡୋଭାର ଭିକ୍ଟର ବୋଲୋଗନ୍‌ଙ୍କୁ ୨-୦ରେ ହରାଇଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲ୍ ଫ୍ରାନ୍ସର ମାକ୍ସିମ୍ ବାଚିଏର୍‌-ଲାଗ୍ରେଭ୍ ଏବଂ ଅଲିରେଜା ଫିରୋଜାଙ୍କ ମଧ୍ୟରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking