24.1 C
Bhubaneswar
Friday, February 13, 2026
Homeଓଡିଶାସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ

ଭୁବନେଶ୍ୱର : ସ୍ୱାମୀ ମୁରଲୀଧର ବେହେରାକୁ ଆଜୀବନ ଜେଲଦଣ୍ଡ । ଦଣ୍ଡାଦେଶ କଲେ ଭୁବନେଶ୍ୱର ଏଡିଜେ-୨ । ବିଚାରପତି ଜଷ୍ଟିସ୍ ବନ୍ଦନା କରଙ୍କ ରାୟ । ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ମୁରଲୀଧର । ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଦଣ୍ଡାଦେଶ । ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ହୋଇଥିଲା ମାମଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking