34.1 C
Bhubaneswar
Friday, October 18, 2024
Homeଓଡିଶାକଟକରେ ୬୪, ଭୁବନେଶ୍ୱରରେ ୩୮ ପ୍ଲାଟୁନ

କଟକରେ ୬୪, ଭୁବନେଶ୍ୱରରେ ୩୮ ପ୍ଲାଟୁନ

ଭୁବନେଶ୍ୱର : ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହଙ୍କ ସୂଚନା । ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ । କଟକରେ ୧୬୬ ମେଢ, ମୁତୟନ ହେବେ ୪୬ ପ୍ଲାଟୁନ ପୋଲିସ । ୬ ପ୍ଲାଟୁନ ସିଆରପିଏଫ, ୩ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ ଅଫିସର ସହ ସିଏପିଏଫ ଫୋର୍ସ ମୁତୟନ ହେବେ । ଛାନ୍‌ତାଇ ରୋକିବାକୁ ସାଦା ପୋଷାକରେ ରହିବେ ସ୍ୱତନ୍ତ୍ର ପୋଲିସ । ସିସିଟିଭି ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ ବୋଲି ପୋଲିସ କମିଶନର ସୂଚନା ହେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking