27.1 C
Bhubaneswar
Monday, February 2, 2026
Homeପ୍ରୋ କବାଡି ଲିଗ୍ - 2024ପ୍ରୋ କବାଡି ଲିଗ୍ ୨୦୨୪ : ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କ ନାମ ଜାଣନ୍ତୁ

ପ୍ରୋ କବାଡି ଲିଗ୍ ୨୦୨୪ : ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କ ନାମ ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରୋ କବାଡି ଲିଗ୍ ୨୦୨୪ ଅକ୍ଟୋବର ୧୮ ରେ ହାଇଦ୍ରାବାଦର ଜିଏମସି ବାଲାୟୋଗୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ତେଲୁଗୁ ଟାଇଟାନ୍ସ ଏବଂ ବେଙ୍ଗାଲୁରୁ ବୁଲସ ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ । ବର୍ତ୍ତମାନ ଏହାର ଏକାଦଶ ସିଜନରେ ପ୍ରୋ କବାଡି ଲିଗ୍ (ପିକେଏଲ) ତିନି ସହର ଫର୍ମାଟକୁ ଫେରିବ । କବାଡି ମ୍ୟାଚ୍ ଅକ୍ଟୋବର ୧୮ ରୁ ନଭେମ୍ବର ୯ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଏବଂ ପରେ ନଭେମ୍ବର ୧୦ ରୁ ଦ୍ୱିତୀୟ ଲେଗ ପାଇଁ ନୋଏଡା ଇନଡୋର ଷ୍ଟାଡିୟମରେ ଖେଳାଯିବ । ତେବେ ପିକେଏଲ ୨୦୨୪-୨୫ ରେ ମୁକାବିଲା କରିବାକୁ ଯାଉଥିବା ୧୨ଟି ଦଳ ହେଉଛନ୍ତି :

ବେଙ୍ଗଲ ୱାରିୟର୍ସ
ବେଙ୍ଗାଲୁରୁ ବୁଲସ
ଦବାଙ୍ଗ ଦିଲ୍ଲୀ କେସି
ଗୁଜୁରାଟ ଜେଣ୍ଟସ୍
ହରିୟାଣା ଷ୍ଟିଲର୍ସ
ଜୟପୁର ପିଙ୍କ ପାନ୍ଥର୍ସ
ପାଟନା ପରଟିସ
ପୁନେରୀ ପାଲଟନ୍
ତାମିଲ ତାଲାଇଭାସ୍
ତେଲୁଗୁ ଟାଇଟାନ୍ସ
ୟୁ ମୁମ୍ବା
ୟୁପି ଯୋଦ୍ଧା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking