କୋଇଡା : ୨ ଆଦିବାସୀ ଭାଇଙ୍କୁ ଥାର୍ଡଡିଗ୍ରୀ ଘଟଣା । ଗଣମାଧ୍ୟମରେ ଖବର ପ୍ରକାଶ ପରେ ମାମଲା ରୁଜୁ । ସମ୍ପୃକ୍ତ ଆରପିଏଫ ଅଧିକାରୀଙ୍କ ନାଁରେ ମାମଲା ରୁଜୁ । ବିମଳାଗଡ ଆରପିଏଫ କ୍ୟାମ୍ପରେ ୨ ଭାଇଙ୍କୁ ମାଡ ଅଭିଯୋଗ । ନ୍ୟାୟ ଦାବିରେ କାଲି ବିକ୍ଷୋଭ ପ୍ରଦର୍ଶନ କରିବ ସିପିଆଇଏମ ।