30.1 C
Bhubaneswar
Saturday, October 5, 2024
Homeଓଡିଶାରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ : ଧର୍ମେନ୍ଦ୍ର

ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ : ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡିର ରାଜଭବନ ଟାର୍ଗେଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନ ଭିତରେ ହତାଶଭାବ ଆସେ ସେମାନେ ଏମିତି କହନ୍ତି । ଯେଉଁମାନେ ଅଗଣତାନ୍ତ୍ରିକ, ଯେଉଁମାନେ ପରାଜୟକୁ ସ୍ୱୀକାର କରିପାରନ୍ତି ନାହିଁ ସେମାନେ ଏଭଳି କୁହନ୍ତି । ଓଡ଼ିଶା ଲୋକ ତ ନିଷ୍ପତ୍ତି ନେଲେ, ତାକୁ ମୁଣ୍ଡପାତି ସ୍ୱୀକାର କରନ୍ତୁ । ସରକାରଙ୍କ ଦୋଷତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣିବା ତାଙ୍କ ଦାୟିତ୍ୱ । କିନ୍ତୁ ତାଙ୍କ ହତାଶାଭାବକୁ ରାଜଭବନ ଆଡ଼କୁ ନମୁହାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking